Skip to content
24/7NewsPaper
Back to feed
Dharitridharitri.com

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ (opens original article in a new tab)

TL;DR

ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ୍ୟୁ ହୋଇଛି। ଲଙ୍କା ଗ୍ରାମର ୫ ଜଣ ଲୋକ ଜିଲୁଣ୍ଡା ପାହାଡ଼ ପାଦଦେଶରେ ଥିବା ବିଲକୁ ଛେଳି ଓ ମେଣ୍ଢାପଲ ଚରାଇବାକୁ ନେଇଥିଲେ।

  • ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ୍ୟୁ ହୋଇଛି
  • ଲଙ୍କା ଗ୍ରାମର ୫ ଜଣ ଲୋକ ଜିଲୁଣ୍ଡା ପାହାଡ଼ ପାଦଦେଶରେ ଥିବା ବିଲକୁ ଛେଳି ଓ ମେଣ୍ଢାପଲ ଚରାଇବାକୁ ନେଇଥିଲେ
  • ଛେଳିମେଣ୍ଢାପାଳକ ମାନେ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି

Conversation

No comments yet

Threaded discussion is coming next — this is where the community conversation about this story will live.