ବଜ୍ରପାତରେ ମହିଳାଙ୍କ ମୃତ୍ୟୁ (opens original article in a new tab)
ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। କନକ ଗାଁର ତିନିଜଣ ମହିଳାଙ୍କ ସହିତ ବିଶ୍ୱନାଥପୁର ବ୍ୟାଙ୍କକୁ ଯାଇଥିଲେ। କାମସାରି ଘରକୁ ଫେରୁଥିବା ସମୟରେ ବିରକାପଡା ନିକଟରେ ହଠାତ୍ ଝଡ଼ବର୍ଷା ସହ ବଜ୍ରପାତ ହେବାରୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ।
- ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି।
- କନକ ଗାଁର ତିନିଜଣ ମହିଳାଙ୍କ ସହିତ ବିଶ୍ୱନାଥପୁର ବ୍ୟାଙ୍କକୁ ଯାଇଥିଲେ। କାମସାରି ଘରକୁ ଫେରୁଥିବା ସମୟରେ ବିରକାପଡା ନିକଟରେ ହଠାତ୍ ଝଡ଼ବର୍ଷା ସହ ବଜ୍ରପାତ ହେବାରୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ।
- ପରିବାର ଲୋକେ ପହଞ୍ଚତ୍ ତାଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Conversation
No comments yet
Threaded discussion is coming next — this is where the community conversation about this story will live.