ଟି୨୦ ବିଶ୍ୱକପ୍: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ (opens original article in a new tab)
ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୫ ଉଇକେଟରେ ବାଂଲାଦେଶକୁ ହରାଇଛି।
- ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୫ ଉଇକେଟରେ ବାଂଲାଦେଶକୁ ହରାଇଛି।
- ଭାରତ ୪ ମ୍ୟାଚ୍ରେ ତୃତୀୟ ବିଜୟ ଓ ୬ ପଏଣ୍ଟ ସହ ଗ୍ରୁପ୍-ଏ’ରେ ଦ୍ୱିତୀୟ ସ୍ଥାନରେ ରହିଛି।
- ବାଂଲାଦେଶ ୨୦ ଓଭରରେ ୮ ଉଇକେଟ ହରାଇ ୧୩୬ ରନ କରିଥିଲା।
Conversation
No comments yet
Threaded discussion is coming next — this is where the community conversation about this story will live.