ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ (opens original article in a new tab)
ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ୍ୟୁ ହୋଇଛି। ଲଙ୍କା ଗ୍ରାମର ୫ ଜଣ ଲୋକ ଜିଲୁଣ୍ଡା ପାହାଡ଼ ପାଦଦେଶରେ ଥିବା ବିଲକୁ ଛେଳି ଓ ମେଣ୍ଢାପଲ ଚରାଇବାକୁ ନେଇଥିଲେ।
- ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ୍ୟୁ ହୋଇଛି
- ଲଙ୍କା ଗ୍ରାମର ୫ ଜଣ ଲୋକ ଜିଲୁଣ୍ଡା ପାହାଡ଼ ପାଦଦେଶରେ ଥିବା ବିଲକୁ ଛେଳି ଓ ମେଣ୍ଢାପଲ ଚରାଇବାକୁ ନେଇଥିଲେ
- ଛେଳିମେଣ୍ଢାପାଳକ ମାନେ ଗରୀବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି
Conversation
No comments yet
Threaded discussion is coming next — this is where the community conversation about this story will live.